କ୍ରୀଡ଼ାଗ୍ରାମରେ ଉଡ଼ିଲା ତ୍ରିରଙ୍ଗା :ଡୋପିଂ ଅଭିଯୋଗକୁ ଅସ୍ୱୀକାର

ଗୋଲ୍ଡକୋଷ୍ଟ : ରାଜ୍ୟଗୋଷ୍ଠୀ କ୍ରୀଡ଼ାର କ୍ରୀଡ଼ାଗ୍ରାମରେ ସୋମବାର ଭାରତୀୟ ଖେଳାଳିମାନେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। ଏକ ନିରାଡମ୍ବର ଉତ୍ସବରେ ଏହି ପାରମ୍ପରିକ କାର୍ଯ୍ୟ ସମାପନ ହୋଇଥିଲା। ୫ ଥର ବିଶ୍ୱ ବିଜେତା ମହିଳା ମୁଷ୍ଟିଯୋଦ୍ଧା ଏମ୍‌ସି ମେରିକମ ଏହି ଅବସରରେ ମନଖୋଲି ନାଚୁ ଥିବାର ଦେଖିବାକୁ ମିଳିଥିଲା। ଓଡ଼ିଆ ତାରକା ପୂର୍ଣ୍ଣିମା ହେମ୍ବ୍ରମ୍‌, ଜାଭେଲିନ୍‌ ଖେଳାଳି ନୀରଜ ଚୋପ୍ରା ସାଥୀ ଖେଳାଳିଙ୍କ ସହ ପ୍ରମୁଖ ଫଟୋ ଉଠାଇ ନିଜ ଉତ୍ସାହର … Continue reading କ୍ରୀଡ଼ାଗ୍ରାମରେ ଉଡ଼ିଲା ତ୍ରିରଙ୍ଗା :ଡୋପିଂ ଅଭିଯୋଗକୁ ଅସ୍ୱୀକାର